Log inSign up
ChiefSecyOdisha
759 posts
Image
user avatar
ChiefSecyOdisha
@SecyChief
The Chief Secretary is the head of Civil Service in the State Government. Smt. Anu Garg, IAS is the current Chief Secretary of Odisha.
Bhubaneshwar, India
odisha.gov.in
Joined November 2019
51
Following
301.7K
Followers
  • ChiefSecyOdisha reposted
    user avatar
    Mohan Charan Majhi
    @MohanMOdisha
    14h
    ଓଡ଼ିଶା ମାଟିର ସୁଯୋଗ୍ୟା କନ୍ୟା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ତାଙ୍କର ପ୍ରିୟ ଜନ୍ମମାଟି ରାଇରଙ୍ଗପୁରରେ ମାନ୍ୟବର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଜୀଙ୍କ ସହ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲି। ଆମ ସରକାରଙ୍କ ସେବା ଓ ସୁଶାସନର ଦୁଇ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବା ପାଇଁ ତାଙ୍କର
    Image
    00:00
    6.4K
  • user avatar
    ChiefSecyOdisha
    @SecyChief
    Jun 18
    ଓଡ଼ିଶାରେ ଇ-କମର୍ସ ଓ ବଜାର ପ୍ରବେଶ ବୃଦ୍ଧି ପାଇଁ @ONDC_Official ସହ ସହଯୋଗ ଉପରେ @SecyChief ଅନୁ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। @MsmeDepartment , @mission_shakti, ହସ୍ତଶିଳ୍ପୀ ଓ ବିକ୍ରେତାମାନଙ୍କୁ ଜାତୀୟ ବଜାର ସହ ଯୋଡ଼ିବାରେ @ONDC_Official ହେବ ସଶକ୍ତ ମଞ୍ଚ।
    2K
    user avatar
    ChiefSecyOdisha
    @SecyChief
    Jun 18
    ଏହା ମାଧ୍ୟମରେ କୋଣାର୍କ, ପୁରୀ, ଚିଲିକା, ଶିମିଳିପାଳ ଓ ଭିତରକନିକା ସମେତ ଓଡ଼ିଶାର ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଅଧୂକ ଡିଜିଟାଲ୍ ପ୍ରଚାର ମିଳିବ। ପର୍ଯ୍ୟଟକ ଆଗମନ, ସ୍ଥାନୀୟ ରୋଜଗାର ଓ ଉଦ୍ୟୋଗୀଙ୍କ ବ୍ୟବସାୟ ବୃଦ୍ଧି ପାଇଁ ନୂତନ ସୁଯୋଗ ଖୋଲିବ । @CMO_Odisha @odisha_tourism
    Image
    Image
    Image
    00:00
    1K
  • ChiefSecyOdisha reposted
    user avatar
    CMO Odisha
    @CMO_Odisha
    Jun 17
    Hon’ble CM Shri @MohanMOdisha held a meeting with Singapore High Commissioner to India Mr Simon Wong at Lok Seva Bhawan today and discussed strengthening Odisha–Singapore collaboration across key sectors. The Singapore delegation also included Mr Cheong Ming Foong, Consul-General
    Image
    Image
    Image
    Image
    3.2K
  • ChiefSecyOdisha reposted
    user avatar
    CMO Odisha
    @CMO_Odisha
    Jun 17
    Hon'ble CM Shri @MohanMOdisha chaired the 45th High-Level Clearance Authority (HLCA) meeting, reaffirming #Odisha’s position as one of India’s fastest-growing investment destinations. Highlights: ✅20 major industrial projects approved across 9 districts ✅₹76,612 Cr
    Image
    Image
    Image
    4.3K
  • ChiefSecyOdisha reposted
    user avatar
    Mohan Charan Majhi
    @MohanMOdisha
    Jun 17
    Had a productive meeting with the High Commissioner of Singapore to India, Mr Simon Wong, and discussed avenues to further strengthen Odisha–Singapore cooperation across urban development, green energy, port infrastructure, technology, innovation and skill development. As Odisha
    Image
    Image
    Image
    Image
    3.3K
  • user avatar
    ChiefSecyOdisha
    @SecyChief
    Jun 17
    ମୁଖ୍ୟ ଶାସନ ସଚିବ ChiefSecy ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକରେ ସୁଶାସନ ଓ ଫଳାଫଳଭିତ୍ତିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଛି। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ତ୍ୱରିତ ମୂଲ୍ୟାଙ୍କନ ମାଧ୍ୟମରେ ଦକ୍ଷ, ସ୍ୱଚ୍ଛ ଓ ଜନକୈନ୍ଦ୍ରିକ ପ୍ରଶାସନକୁ ଗୁରୁତ୍ୱ ଦିଆଯାଇଛି l
    Image
    2K
    user avatar
    ChiefSecyOdisha
    @SecyChief
    Jun 17
    ଅନୁଗୋଳରେ ଖଣି ପ୍ରଭାବିତ ବିଭିନ୍ନ ବ୍ଲକର ଗ୍ରାମଗୁଡ଼ିକରେ ପରିବାରକୁ ଟ୍ୟାପ୍ ଯୋଗେ ଜଳ ଯୋଗାଣ ଦିଗରେ ଜିଲ୍ଲା ପ୍ରଶାସନ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଆାଗମୀ ମାର୍ଚ୍ଚରୁ ଡିସେମ୍ବର ୨୦୨୭ ସୁଦ୍ଧା ୫ ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଶେଷ ହେବ, ଯଦ୍ୱାରା ବିଭିନ୍ନ ବ୍ଲକରେ ପାନୀୟ ଜଳ ଯୋଗାଣ ସମସ୍ୟାର ସ୍ଥାୟୀ ସମାଧାନ ହେବ l
    Image
    973
    user avatar
    ChiefSecyOdisha
    @SecyChief
    Jun 17
    ବିକଶିତ ଅନୁଗୋଳ' ଲକ୍ଷ୍ୟରେ ୨୬ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପ ମଧ୍ୟରେ ବାହ୍ୟ ଓ ଆଭ୍ୟନ୍ତରୀଣ ରେଳ କରିଡର ନିର୍ମାଣ, ଏନଏଚ-୫୩ ଓ ଏନଏଚ-୧୪୯ ର ଉନ୍ନତିକରଣ,ତାଳଚେର–ବିମଳାଗଡ଼ ରେଳ ସଂଯୋଗ,ଜାତୀୟ ଜଳପଥ-୫ ର ବିକାଶ ଭଳି ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ରୋଡ ମ୍ୟାପ ଉପସ୍ଥାପନ କରିଥିଲେ l
    Image
    00:00
    804
  • user avatar
    ChiefSecyOdisha
    @SecyChief
    Jun 16
    ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ହାଇମାଷ୍ଟ ଲାଇଟ୍, ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପ୍ରସ୍ତୁତି ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ପାର୍କିଂ, ଡ୍ରେନ୍ ସଫେଇ, ଶୃଙ୍ଖଳିତ ରଥଯାତ୍ରା ପାଇଁ ବଡ଼ଦାଣ୍ଡରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟର ଅଗ୍ରଗତି ସମୀକ୍ଷା ହୋଇଛି। ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସମନ୍ୱିତ ପ୍ରୟାସ ଜାରି ରହିଛି।
    1.9K
  • user avatar
    ChiefSecyOdisha
    @SecyChief
    Jun 16
    ମୁଖ୍ୟ ଶାସନ ସଚିବ ChiefSecy ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ପୁରୀ ରଥଯାତ୍ରା-୨୦୨୬ ପ୍ରସ୍ତୁତି ସମୀକ୍ଷା କରାଯାଇଛି l ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ, ପୁରୀ ଏବଂ ସଂଲଗ୍ନ ସଡ଼କର ଉନ୍ନତି କରଣ,ପାର୍କିଂ,ପରିମଳ,ପାନୀୟ ଜଳ,ଯାତ୍ରୀ ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି l
    Image
    Image
    00:00
    2.4K
  • user avatar
    ChiefSecyOdisha
    @SecyChief
    Jun 16
    ଜିଲ୍ଲାପାଳମାନଙ୍କ ସହ ବୈଠକରେ ପରିବେଶ ସୁରକ୍ଷା ଓ କ୍ଷତିପୂରଣମୂଳକ ବନୀକରଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭୂ-ବ୍ୟାଙ୍କ ସୃଷ୍ଟି ଓ ଜମି ଚିହ୍ନଟକୁ ଅଗ୍ରାଧିକାର ଦିଆଯାଇଛି । ଏଥି ସହିତ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ନିୟମିତ ଫାୟାର ସେଫ୍ଟି ଅଡିଟ୍ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବା ସମ୍ପର୍କରେ ସମୀକ୍ଷା କରାଯାଇଛି l
    Image
    00:00
    2.6K
  • user avatar
    ChiefSecyOdisha
    @SecyChief
    Jun 16
    ମୁଖ୍ୟ ଶାସନ ସଚିବ ChiefSecy ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳମାନଙ୍କ ସହ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି l ଆସନ୍ତା ଜୁନ୍ ୨୧ ରେ ହେବାକୁ ଥିବା ନିଟ୍ (NEET)-୨୦୨୬ ପୁନଃ ପରୀକ୍ଷାକୁ ଶୃଙ୍ଖଳିତ ଭାବେ ଆୟୋଜନ ଓ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l
    Image
    Image
    4.2K
    user avatar
    ChiefSecyOdisha
    @SecyChief
    Jun 16
    ରାଜ୍ୟରେ ଶସ୍ୟ ସଂରକ୍ଷଣ ନିମନ୍ତେ ବ୍ୟାପକ ପଦକ୍ଷେପ ସ୍ୱରୂପ ପାକ୍ସ ଓ ଲାମ୍ପ୍ସଗୁଡ଼ିକ ପାଇଁ ଗୋଦାମ ଓ ଅଫିସ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ରାଜ୍ୟରେ ‘ଷ୍ଟପ୍ ଡାଇରିଆ’ ଅଭିଯାନର ସଫଳ ରୂପାୟନ ଏବଂ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ନିୟମିତ ତଦାରଖ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି ।
    707
  • user avatar
    ChiefSecyOdisha
    @SecyChief
    Jun 16
    Chief Secretary, Odisha Smt Anu Garg IAS and ACS Energy visited the State Load Despatch Center (SLDC) about 35000Sq ft facility equipped with Advance SCADA / EMS facility, online Demand forcasting Solution Apart from SAMASTA project rolled out.
    Image
    3.7K
  • user avatar
    ChiefSecyOdisha
    @SecyChief
    Jun 15
    ଏଲ-ନିନୋର ସମ୍ଭାବ୍ୟ ପ୍ରଭାବ ଓ ମୌସୁମୀ ବର୍ଷାର ସ୍ଥିତିକୁ ନଜରରେ ରଖି ଆଜି ମୁଖ୍ୟ ଶାସନ ସଚିବ @ChiefSecy ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖରିଫ ଫସଲ-୨୦୨୬ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l
    Image
    3.2K
    user avatar
    ChiefSecyOdisha
    @SecyChief
    Jun 15
    ଖରିଫ ୨୦୨୬ ପରିପ୍ରେକ୍ଷୀରେ ବିହନ ଓ ସାର ଯୋଗାଣ ଏବଂ ଉପଲବ୍ଧତା, ଫସଲବୀମା, ଜଳ ସଂରକ୍ଷଣ, ଜଳସେଚନ ପରିଚାଳନା ଆଦି ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ସମସ୍ତ ବିଭାଗକୁ ସମନ୍ୱିତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି ।
    698
  • ChiefSecyOdisha reposted
    user avatar
    Mohan Charan Majhi
    @MohanMOdisha
    Jun 13
    ସମୃଦ୍ଧ ଓଡ଼ିଶା ଗଠନରେ ମହିଳା ଓ ଶିଶୁ ବିକାଶକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି । ଅଙ୍ଗନବାଡ଼ିରେ ଡିଜିଟାଲ୍ ସେବା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଏବଂ ବ୍ଲକ୍ ସଂଯୋଜକମାନଙ୍କ ପାଇଁ ସ୍ମାର୍ଟ ଫୋନ ପ୍ରଦାନର ଶୁଭାରମ୍ଭ ହୋଇଛି । #2YearsofLokankaSarakar #BikasharaDharaOdishaSara
    Image
    3.3K

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up
Advertisement
Advertisement