Log inSign up
Bhartruhari Mahtab
261 posts
Image
user avatar
Bhartruhari Mahtab
@BhartruhariM
Bhartruhari Mahtab: Seven-time MP | Advocate for progressive policies | Championing the voice of the people Chairman,Standing Committee on Finance
Cuttack, India
Joined June 2017
125
Following
1,743
Followers
  • user avatar
    Bhartruhari Mahtab
    @BhartruhariM
    Jun 24, 2024
    ଲୋକସଭାର ପ୍ରୋଟେମ ବାଚସ୍ପତି ଭାବରେ ମୁଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ସାଂସଦଙ୍କ ଶପଥ ଗ୍ରହଣ ସମାରୋହର ଅଧ୍ୟକ୍ଷତା କରିବାର ଗୌରବ ପ୍ରାପ୍ତ କଲି। ଆମ ଦେଶର ଗଣତନ୍ତ୍ର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। #LokSabha #RajyaSabha #Parliament #OathTaking
    Image
    00:00
    33K
  • user avatar
    Bhartruhari Mahtab
    @BhartruhariM
    Jun 24, 2024
    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ୧୮ତମ ଲୋକସଭାର ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥ ଗ୍ରହଣ କରାଯାଇଥିବାରୁ ମୁଁ ଗୌରବାନ୍ବିତ ଅନୁଭବ କରୁଛି। ଆମ ମହାନ ଦେଶର ସେବା କରିବା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। #LokSabha #RajyaSabha #Parliament #OathTaking @rashtrapatibhvn
    Image
    Image
    20K
  • user avatar
    Bhartruhari Mahtab
    @BhartruhariM
    Jun 21, 2024
    ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବରେ ନିଯୁକ୍ତ ହୋଇଥିବାରୁ ମୁଁ ଗୌରବାନ୍ୱିତ ଏବଂ କୃତଜ୍ଞ। ଆମ ସଂସଦର ସମ୍ମାନ ରକ୍ଷା କରିବା ଏବଂ ଏହାର ପ୍ରକ୍ରିୟା ସୁରୁଖୁରୁରେ ସୁନିଶ୍ଚିତ କରିବାକୁ ମୁଁ ଅପେକ୍ଷାରତ। #LokSabha #SpeakerProtem #Parliament @rashtrapatibhvn
    Image
    00:00
    24K
  • user avatar
    Bhartruhari Mahtab
    @BhartruhariM
    Dec 9, 2024
    An initiative for the progress of Cuttack,Odisha in air travel.Had a thoughtful conversation with Hon. Minister of Civil Aviation, Shri K.Rammohan Naidu regarding establishment of new airport in Charbatia. #bjp4india #bjp4odisha #parliament #WinterSession
    Image
    15K
  • user avatar
    Bhartruhari Mahtab
    @BhartruhariM
    Jun 19, 2024
    କଟକ ମହାନଗର ନିଗମର ରିଭ୍ୟୁ ମିଟିଂରେ ଯୋଗ ଦେଲି ୲ ମୌସୁମୀ ବର୍ଷାରେ କଟକର ମୌଳିକ ସମସ୍ୟା ଯେପରିକି ଜଳବନ୍ଦୀ ସମସ୍ୟାର ନିରାକରଣ ପାଇଁ ଗୁରୁତ୍ୱାରୋପ କଲି ୲ ସମସ୍ତ କଟକବାସୀଙ୍କର ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସ୍ଥାୟୀ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ଉନ୍ନତିକରଣର ସମୀକ୍ଷା କଲି।
    Image
    Image
    Image
    Image
    12K
  • user avatar
    Bhartruhari Mahtab
    @BhartruhariM
    Jun 24, 2024
    ଲୋକସଭାର ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥ ଗ୍ରହଣ କରିବା ଅବସରରେ ମହାମହିମ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କଲି। ସେମାନଙ୍କର ଅମୂଲ୍ୟ ମାର୍ଗଦର୍ଶନ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବ ବୋଲି ମୋର ଆଶା ଓ ବିଶ୍ବାସ। #ProtemSpeaker #LokSabha @rashtrapatibhvn
    Image
    Image
    6.6K
  • user avatar
    Bhartruhari Mahtab
    @BhartruhariM
    Aug 15, 2024
    ମୋ ନିର୍ବାଚନମଣ୍ଡଳୀ, ରାଜ୍ୟ ତଥା ଦେଶବାସୀଙ୍କୁ ୭୮ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #HappyIndependenceDay
    Image
    3.9K
  • user avatar
    Bhartruhari Mahtab
    @BhartruhariM
    Dec 10, 2024
    Raised the matter in the ongoing winter session of 18th lok sabha november/december 2024 regarding development of new airport in Charbatia. @BJP4India @BJP4Odisha #ParliamentWinterSession #LokSabha
    Image
    00:00
    6.8K
  • user avatar
    Bhartruhari Mahtab
    @BhartruhariM
    Dec 19, 2024
    Visited @pcsarangi in RML hospital today after he was injured in Parliament by fisticuffs of @RahulGandhi .Received stitches on forehead. CT scan is being done.Pradip Purohit MP was with me. Violence in any form is unacceptable. #ParliamentWinterSession #GoondaRahulGandhi
    Wishing for speedy recovery.
    Image
    Image
    4.5K
  • user avatar
    Bhartruhari Mahtab
    @BhartruhariM
    Jun 19, 2024
    ମା' କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ଅନୁଧ୍ୟାନ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କଲି। କେତେକ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ, ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତି ନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଲି।
    Image
    00:00
    2.7K
  • user avatar
    Bhartruhari Mahtab
    @BhartruhariM
    Jun 5, 2024
    ମୋର ନିର୍ବାଚନମଣ୍ଡଳୀର ସେବା କରିବାର ଆଉ ଏକ ସୁଯୋଗ ପାଇଥିବାରୁ ମୁଁ ମୋର ଦଳ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀ, କର୍ମୀ ଏବଂ ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଓଡ଼ିଶା ଏବଂ ଭାରତରେ ବିଜେପିର ବିପୁଳ ବିଜୟ ପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ମଧ୍ଯ ଜଣାଉଛି ୲ କଟକ ତଥା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ଉତ୍ସର୍ଗୀକୃତ।
    Image
    Image
    1.3K
  • user avatar
    Bhartruhari Mahtab
    @BhartruhariM
    Jun 10, 2018
    Truly a humbling experience to win the Sansad Ratna again this year for debates in the house at IIT Chennai
    Image
  • user avatar
    Bhartruhari Mahtab
    @BhartruhariM
    Jun 18, 2024
    କଟକ ସହରରେ ଚାଲିଥିବା ବିଭିନ୍ନ ସରକାରୀ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କଲି। ଆସନ୍ତା ୨୦ ତାରିଖ ଦିନ ପ୍ରକଳ୍ପ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର ନିଷ୍ପତ୍ତି ନେଲୁ।
    Image
    2.1K
  • user avatar
    Bhartruhari Mahtab
    @BhartruhariM
    Jun 10, 2018
    Thank you Prime Point Foundation for organising such a prestigious function.
    user avatar
    Bhartruhari Mahtab
    @BhartruhariM
    Jun 10, 2018
    Truly a humbling experience to win the Sansad Ratna again this year for debates in the house at IIT Chennai
    Image

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up
Advertisement
Advertisement