Pinned
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆ ଅସ୍ମିତାର ପ୍ରାଣବିନ୍ଦୁ ତଥା ଆମ ସାଂସ୍କୃତିକ ସ୍ୱାଭିମାନର ମହାନ ପ୍ରତୀକ। ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ମାନବବାଦ, ସମାନତା ଓ ବିଶ୍ୱ ଭାତୃଭାବର ଏକ ଅନନ୍ୟ ଜୀବନ୍ତ ଦର୍ଶନ। ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଆଧ୍ୟାତ୍ମିକ ଓ ସାମାଜିକ ଗୁରୁତ୍ୱ ଅତି ବ୍ୟାପକ।
ପବିତ୍ର ରଥଯାତ୍ରାର ଏହି




