1. X
  2. Dr. Mukesh Mahaling
Log inSign up
Dr. Mukesh Mahaling
24.3K posts
Image
user avatar
Dr. Mukesh Mahaling
@MahalingMukesh
Cabinet Minister of Health & Family Welfare, Parliamentary Affairs,Electronics & IT, Govt of Odisha. MLA Loisingha. Former Env. Scientist, Govt of Odisha.
Nagaon(B) Loisingha, Balangir
Joined August 2017
171
Following
18.6K
Followers
RepliesRepliesMediaMedia

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up
  • user avatar
    Dr. Mukesh Mahaling
    @MahalingMukesh
    Jun 13, 2024
    କଥା ଦେଇଥିଲୁ କଥା ରଖିଲୁ ପ୍ରଥମ କ୍ୟାବିନେଟ୍ ବୈଠକ ରେ ଧାନର MSP ୩୧୦୦ ଟଙ୍କା କରିବା ପାଇଁ ନିଷ୍ପତ୍ତି ନିଆଗଲା।
    Image
    00:00
    56K056K
  • user avatar
    Dr. Mukesh Mahaling
    @MahalingMukesh
    Jun 12, 2024
    ଓଡ଼ିଶା ସରକାର ରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ @dpradhanbjp ଜୀ, ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ @AmitShah ଜୀ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ @rajnathsingh ଜୀ, କେନ୍ଦ୍ର ଜଙ୍ଗଲ ଓ
    Image
    54K054K
  • user avatar
    Dr. Mukesh Mahaling
    @MahalingMukesh
    Jul 20, 2022
    ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଓ ଚାକିରୀରେ ପ୍ରବେଶର ବୟସ ସୀମା ବୃଦ୍ଧି କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଲି।
    Image
    00:00
  • user avatar
    Dr. Mukesh Mahaling
    @MahalingMukesh
    Jun 18, 2024
    ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଡକାଇ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ଓ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର
    Image
    Image
    Image
    Image
    72K072K
  • user avatar
    Dr. Mukesh Mahaling
    @MahalingMukesh
    Jun 16, 2024
    ଓଡ଼ିଶା ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସଂସଦୀୟ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ର ମନ୍ତ୍ରୀ ଭାବେ ମୋତେ ଦାୟିତ୍ଵ ଦେଇଥିବାରୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ
    Image
    41K041K
  • user avatar
    Dr. Mukesh Mahaling
    @MahalingMukesh
    Jul 23, 2024
    ଯେଉଁମାନେ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରୁଥିଲେ ଆଜି ହାତରୁ କ୍ଷମତା ଯିବାପରେ ସେମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି।
    Image
    00:00
    56K056K
  • user avatar
    Dr. Mukesh Mahaling
    @MahalingMukesh
    Jul 23, 2024
    ରାଜ୍ୟରେ ସମୃଦ୍ଧ କୃଷିନୀତି କାର୍ଯ୍ୟକାରୀ କରାଯାଇଛି। ଆମର ପ୍ରତିଶ୍ରୁତି ଅନୁସାରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କୁ ବୃଦ୍ଧି କରାଯାଇଛି।
    Image
    00:00
    56K056K
  • user avatar
    Dr. Mukesh Mahaling
    @MahalingMukesh
    Sep 9, 2024
    ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କଲ୍ୟାଣୀ ପଣ୍ଡା ୨୦୦୩ ମସିହାରେ ଚାକିରିରୁ ଅବସର ନେଇ ସାରିଥିଲେ ମଧ୍ୟ ପୂର୍ବ ସରକାରର ଅପାରଗତା/ଦୁର୍ନୀତି ପୋଷଣ ନୀତି ଯୋଗୁଁ ଦୀର୍ଘ ୨୧ ବର୍ଷ ଧରି ସଂଶୋଧିତ ପେନସନ ପାଇବାରୁ ବଞ୍ଚିତ ଥିଲେ । ଏହି ଅଭିଯୋଗ ପାଇବା ପରେ ଆମ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ସଂଶୋଧିତ ପେନସନ ମଞ୍ଜୁରୀ
    Image
    Image
    Image
    Image
    34K034K
  • user avatar
    Dr. Mukesh Mahaling
    @MahalingMukesh
    Jan 31, 2025
    ନିଜେ ଅସୁସ୍ଥ ଥାଇ ଦେହରେ ସାଲାଇନ ଲାଗିଥିବା ଅବସ୍ଥାରେ ମଧ୍ୟ ରୋଗୀଙ୍କ ସେବା ଜାରି ରଖିଥିବା ଗଜପତି ଜିଲ୍ଲା ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜରାଜ କରଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି ଏବଂ ଏହିଭଳି ସମର୍ପଣ ଭାବ ପାଇଁ ତାଙ୍କୁ ସାଧୁବାଦ ଜଣାଇଲି । ମହାପ୍ରଭୁ ଶ୍ରୀ
    Image
    00:00
    32K032K
  • user avatar
    Dr. Mukesh Mahaling
    @MahalingMukesh
    Jun 16, 2024
    ଗୋଟିଏ ଦୀପ ଭଳି ନିଜେ ଜଳି ନିଜ ସନ୍ତାନ ର ଜୀବନକୁ ଆଲୋକିତ କରିଥାନ୍ତି ବାପା।ନିଜ ପରିବାର ପାଇଁ ପିତାଙ୍କ ତ୍ୟାଗ ଓ ସଂଘର୍ଷ ଅତୁଳନୀୟ। ଆଜି ପିତୃ ଦିବସ ଅବସର ରେ ସମସ୍ତଙ୍କୁ ଶୁଭେଚ୍ଛା | #Fathersday
    Image
    12K012K
  • user avatar
    Dr. Mukesh Mahaling
    @MahalingMukesh
    Jul 29, 2024
    ବରିଷ୍ଠ ବିଜେପି ନେତା ତଥା ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ @sureshkpujari ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ମାଁ ସମଲେଶ୍ଵରୀ ଙ୍କ ନିକଟରେ ଆପଣଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।
    Image
    25K025K
  • user avatar
    Dr. Mukesh Mahaling
    @MahalingMukesh
    Oct 11, 2024
    ଅନୁଶାସନ ଏବଂ ରାଷ୍ଟ୍ରସେବାର ମୂଳମନ୍ତ୍ର ଦ୍ଵାରା କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଯୋଗାଉଥିବା ସବୁଠାରୁ ବଡ ସଙ୍ଗଠନ ହେଉଛି "ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ"।
    Image
    00:00
    26K026K
  • user avatar
    Dr. Mukesh Mahaling
    @MahalingMukesh
    Jun 18, 2024
    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଜୀ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ..
    Image
    9.9K09.9K
  • user avatar
    Dr. Mukesh Mahaling
    @MahalingMukesh
    Feb 18, 2025
    ଏବେ ୧୦୯ ରେ ଫୋନ୍ କଲେ ନିଃଶୁଳ୍କରେ ଘରେ ପହଞ୍ଚିବ ମୃତ ଶରୀର। ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ ଘଟେ, ତେବେ ଏହି ସେବା ଦ୍ବାରା ଅତି ଶୀଘ୍ର ତାଙ୍କୁ ଘର କିମ୍ବା ଶ୍ମଶାନକୁ ସ୍ଥାନାନ୍ତର କରାଯାଇପାରିବ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ପ୍ରଥମ ପର୍ଯ୍ୟାୟରେ, ସମସ୍ତ
    Image
    27K027K
Advertisement
Advertisement