1. X
  2. MoSarkar 5T
Log inSign up
MoSarkar 5T
1,371 posts
Image
user avatar
MoSarkar 5T
@MoSarkar5T
Official account of #Odisha Government's #MoSarkar initiative based on #5Ts of Teamwork, Technology, Transparency & Time for Transformation.
Odisha
mosarkar.odisha.gov.in
Joined September 2019
20
Following
159.9K
Followers
RepliesRepliesMediaMedia

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up
  • user avatar
    MoSarkar 5T
    @MoSarkar5T
    Mar 15, 2024
    Strengthening financial inclusion of people in #Odisha, HCM Shri @Naveen_Odisha launched CSP Plus #AmaBank outlets in additional 2000 GPs to deliver banking services to last mile. Opening of the branches marks a pivotal step towards economic empowerment of people. #5T
    Image
    00:00
    22K022K
  • user avatar
    MoSarkar 5T
    @MoSarkar5T
    Mar 15, 2024
    ଜନସାଧାରଣ ଓ ସେବାୟତଙ୍କ ମତାମତ ଆଧାରରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ମା’ବରୁଣେଇଙ୍କ ପୀଠର ଜାରିରହିଛି ରୂପାନ୍ତରଣ I ଏହାର ସମୀକ୍ଷା କରିବାସହ ପର୍ଯ୍ୟଟକଙ୍କ ସୁବିଧା ଓ କାର୍ଯ୍ୟ ଗୁଣବତ୍ତାକୁ ଗୁରୁତ୍ଵ ଦେଇ ମନ୍ଦିର ଉନ୍ନୟନ କାମ ଶେଷ କରିବାକୁ #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଅଧିକାରୀଙ୍କୁ କହିଛନ୍ତି I #NabinOdisha
    Image
    22K022K
  • user avatar
    MoSarkar 5T
    @MoSarkar5T
    Mar 12, 2024
    ଗମନାଗମନ ସେବାରେ ରୂପାନ୍ତରଣରୁ ଲୋକଙ୍କ ଆର୍ଥିକ ସମୃଦ୍ଧିର ପଥ ହେଉଛି ପ୍ରଶସ୍ତ I ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଓ କଟକବାସୀଙ୍କ ପାଇଁ ଲୋକାର୍ପିତ ହୋଇଛି ଫ୍ଲାଏ-ଓଭର, ରେଳ ଓଭରବ୍ରିଜ, ସେତୁ ଓ ରୂପାନ୍ତରିତ ଧାର୍ମିକ ପୀଠ I ଭିତ୍ତିଭୂମି ବିକାଶରେ ଲୋକ ମତାମତକୁ ଗୁରୁତ୍ଵ ଦେଇ ସାକାର ହେଉଛି ନୂଆ ଓଡ଼ିଶା ଗଠନ ସଙ୍କଳ୍ପ I #5T
    Image
    13K013K
  • user avatar
    MoSarkar 5T
    @MoSarkar5T
    Mar 11, 2024
    Replying to @MoSarkar5T
    ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲା ନେମାଳରେ ₹୨୫ କୋଟି ବ୍ୟୟରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ପୀଠ ରୂପାନ୍ତରଣ, ₹୩୨.୧୪ କୋଟିରେ ଖୋର୍ଦ୍ଧା ଜିଲ୍ଲାର ଉଗ୍ରତାରା ପୀଠ ଓ ₹୧୫୫.୭୨ କୋଟିରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ-ବୀରମହାରାଜପୁର ସଂଯୋଗୀକରଣ ରାସ୍ତାରେ ମହାନଦୀରେ ସେତୁ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। #NabinOdisha
    6.9K06.9K
    user avatar
    MoSarkar 5T
    @MoSarkar5T
    Mar 11, 2024
    କାର୍ଯ୍ୟକ୍ରମର ସଂଯୋଜନା କରି #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମସ୍ତଙ୍କ ସହଯୋଗ ଯୋଗୁଁ ଅଳ୍ପ ସମୟ ମଧ୍ୟରେ ହରିଶଙ୍କର ପୀଠର ରୂପାନ୍ତରଣ ସମ୍ଭବ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି I ଯୋଡ଼ାରେ ରାଜ୍ଯର ଦୀର୍ଘତମ ଫ୍ଲାଏ-ଓଭର ନିର୍ମାଣ ସଫଳତା ପାଇଁ ଜିଲ୍ଲା ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି I
    6.2K06.2K
  • user avatar
    MoSarkar 5T
    @MoSarkar5T
    Mar 11, 2024
    ଲୋକ ମତାମତକୁ ଗୁରୁତ୍ଵଦେଇ #5T ଉପକ୍ରମରେ ତ୍ୱରାନ୍ୱିତ ହେଉଛି ବିକାଶଧାରା। ରୂପାନ୍ତରିତ ଯାତାୟାତ ସେବା ଓ ଆଧ୍ୟାତ୍ମ୍ୟ ବିକାଶର ପ୍ରତିଶ୍ରୁତି ପୂରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା, ବୌଦ୍ଧ ଓ କଟକ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
    Image
    8.6K08.6K
    user avatar
    MoSarkar 5T
    @MoSarkar5T
    Mar 11, 2024
    ଆଠମଲ୍ଲିକ-ଧଳପୁର ରାସ୍ତାରେ ମହନଦୀ ଉପରେ ରାଜ୍ଯର ଦୀର୍ଘତମ ସେତୁ, ରାକଡୋର-ଫସାଦ ରାସ୍ତାରେ ତେଲ ନଦୀ ଉପରେ ସେତୁ ଏବଂ ବୌଦ୍ଧ-ମର୍ଯ୍ୟାକୁଦ ସଂଯୋଗୀକରଣ ରାସ୍ତାରେ ମହାନଦୀ ଉପରେ ସେତୁର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ I #OdishaOnTheMove
    Image
    4.8K04.8K
  • user avatar
    MoSarkar 5T
    @MoSarkar5T
    Mar 11, 2024
    Replying to @MoSarkar5T
    ଜନସାଧାରଣଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର, କେନ୍ଦୁଝର ଯୋଡ଼ାରେ ₹୨୫୮.୭୮ କୋଟି ବ୍ୟୟରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏ-ଓଭର ବ୍ରିଜ ଓ ଖୋର୍ଦ୍ଧା ଜିଲ୍ଲା କୁଦିଆରିରେ ₹୧୦୫ କୋଟି ବ୍ୟୟରେ ନିର୍ମିତ ରେଳ ଓଭର-ବ୍ରିଜ I #5T
    Image
    3.8K03.8K
  • user avatar
    MoSarkar 5T
    @MoSarkar5T
    Mar 11, 2024
    ସ୍ୱାସ୍ଥ୍ୟସେବା, ଡାକ୍ତରୀ ଶିକ୍ଷା ଓ ଗବେଷଣାରେ ବିଶ୍ଵସ୍ତରୀୟ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବ କଟକର ଏସସିବି ମେଡିକାଲ କଲେଜ I ହସ୍ପିଟାଲ ଉନ୍ନତିକୀକରଣ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ସହ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ I #NabinOdisha
    Image
    4.6K04.6K
  • user avatar
    MoSarkar 5T
    @MoSarkar5T
    Mar 11, 2024
    ପାଠସହ କ୍ରୀଡ଼ା, ନୃତ୍ୟ ଓ ସଙ୍ଗୀତରେ ବି ଦକ୍ଷ ହୁଅ I କଟକ ଓ ଭୁବନେଶ୍ବରର ବିଭିନ୍ନ ମହାବିଦ୍ୟାଳୟରେ ‘ନୂଆ-ଓ ଛାତ୍ରବୃତ୍ତି’ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି I ଯୁବବର୍ଗଙ୍କୁ ପ୍ରୋତ୍ସାହନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି I #NuaO
    Image
    4.1K04.1K
  • user avatar
    MoSarkar 5T
    @MoSarkar5T
    Mar 11, 2024
    ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଘୋଷଣା। ସମସ୍ତଙ୍କୁ ମିଳିବ ୧୫ଦିନ ସାମୟିକ ଓ ମହିଳାଙ୍କୁ ସବୈତନିକ ପ୍ରସୂତିକାଳୀନ ଛୁଟି ଏବଂ ଉପକୃତ ହେବେ ୩୩,୪୨୦ କର୍ମଚାରୀ। ଜିଲ୍ଲାଗସ୍ତ ବେଳେ #5T ସଚିବ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କୁ ଏନେଇ ମିଳିଥିଲା ପ୍ରସ୍ତାବ I #NabinOdisha
    Image
    8.6K08.6K
  • user avatar
    MoSarkar 5T
    @MoSarkar5T
    Mar 11, 2024
    ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କ ସୁବିଧା ସମ୍ପର୍କରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha। ବାର୍ଷିକ ୧୫ ଦିନ ଛୁଟି ସମେତ ମହିଳା କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ଏବଂ ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି।
    Image
    4.6K04.6K
    user avatar
    MoSarkar 5T
    @MoSarkar5T
    Mar 11, 2024
    #5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ଜିଲ୍ଲାଗସ୍ତ ସମୟରେ ମିଳିଥିବା ପ୍ରସ୍ତାବ ଉପରେ ଆଲୋଚନା କରି ଉକ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଇଛନ୍ତି। ଏହାଦ୍ବାରା ୧୭,୫୦୦ କର୍ମଚାରୀ ଉପକୃତ ହେବେ। #NabinOdisha
    2.1K02.1K
  • user avatar
    MoSarkar 5T
    @MoSarkar5T
    Mar 10, 2024
    As per the direction of HCM Shri @Naveen_Odisha, Chairman #5T & #NabinOdisha Shri Kartik Pandian visited #Cuttack to review ongoing development works at SCB MCH which is being transformed into an AIIMS plus institution with state-of-the-art facilities. #SusthaOdisha
    Image
    Image
    Image
    9.4K09.4K
    user avatar
    MoSarkar 5T
    @MoSarkar5T
    Mar 10, 2024
    During the visit Shri Pandian held discussions with officials & instructed to complete the construction works of SCB MCH-AIIMS Plus project within timeline. The project being implemented at a cost of ₹4,500 Cr includes residential blocks & the 2,058 bedded hospital. #OdishaCares
    Image
    Image
    Image
    2.6K02.6K
    user avatar
    MoSarkar 5T
    @MoSarkar5T
    Mar 10, 2024
    The #5T Chairman visited various components at the worksite & interacted with engineers & executing agencies. He asked them to ensure quality control. He directed the executing agencies to increase the manpower to expedite the work. #OdishaOnTheMove
    Image
    2.5K02.5K
  • user avatar
    MoSarkar 5T
    @MoSarkar5T
    Mar 10, 2024
    ରାଜ୍ୟର ନବ ଗଠିତ ମ୍ୟୁନିସିପାଲିଟି, ୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୭ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ #5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରି ଧନ୍ୟବାଦ ଅର୍ପଣ କରିଛନ୍ତି। ରାଜ୍ୟର ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ଜଣାଇଛନ୍ତି।
    Image
    Image
    Image
    5.2K05.2K
    user avatar
    MoSarkar 5T
    @MoSarkar5T
    Mar 10, 2024
    ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର ସଦସ୍ୟ ଭାବନ୍ତି ବୋଲି ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଅଧ୍ୟକ୍ଷ କହିଛନ୍ତି। ଏଥିସହିତ ସମସ୍ତେ ମିଳିମିଶି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓଡ଼ିଶା ଗଠନ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। #MoSarkar
    Image
    2.2K02.2K
  • user avatar
    MoSarkar 5T
    @MoSarkar5T
    Mar 8, 2024
    #5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାବାସୀଙ୍କ ପ୍ରସ୍ତାବ ଗ୍ରହଣ କରିବାର ୨୪ ଘଣ୍ଟା ମଧ୍ୟରେ ପୂରଣ ହୋଇଛି ଲୋକଙ୍କ ନିବେଦନ I ‘ୱାନ ଡେ ଗଭର୍ନାନ୍ସ' ନୀତିରେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଉଭୟ ଜିଲ୍ଲାର ୬୦୨ଟି ପ୍ରକଳ୍ପ ମଞ୍ଜୁର କରିବାସହ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି I #NabinOdisha
    Image
    7.5K07.5K
  • user avatar
    MoSarkar 5T
    @MoSarkar5T
    Mar 7, 2024
    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ ସହ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ଯରେ ସ୍ବାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିଛନ୍ତି I ଯୋଜନାର ୩ୟ ପର୍ଯ୍ୟାୟ ସମ୍ପ୍ରସାରଣରେ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ଯତୀତ ପ୍ରତ୍ଯେକ ଗ୍ରାମାଞ୍ଚଳବାସୀ ସ୍ୱାସ୍ଥ୍ୟ ସୁରକ୍ଷା ଅନ୍ତର୍ଭୁକ୍ତ ହୋଇଛନ୍ତି I #SusthaOdisha
    Image
    8K08K
    user avatar
    MoSarkar 5T
    @MoSarkar5T
    Mar 7, 2024
    #5T ଉପକ୍ରମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରୁ ହିତାଧିକାରୀ ପରିବାରର ମହିଳାଙ୍କୁ ବାର୍ଷିକ ₹୧୦ ଲକ୍ଷ ଓ ଅନ୍ୟମାନଙ୍କ ପାଇଁ ₹୫ ଲକ୍ଷର ମାଗଣା ଚିକିତ୍ସା ସୁବିଧା ରହିଛି।ଖୁବଶୀଘ୍ର ସହରବାସୀଙ୍କୁ ବି #BSKYNabinCard ରେ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନ I
    Image
    Image
    2.3K02.3K
    user avatar
    MoSarkar 5T
    @MoSarkar5T
    Mar 7, 2024
    ଜିଲ୍ଲାଗସ୍ତବେଳେ #5T ଅଧ୍ୟକ୍ଷଙ୍କୁ #BSKYରୁ ବଞ୍ଚିତ ଗାଁଲୋକେ ସେମାନଙ୍କୁ ସାମିଲ କରାଇବାକୁ ଅନୁରୋଧ କରିଥିଲେ। ‘ପ୍ରତିଟି ଜୀବନ ମୂଲ୍ୟବାନ’ ଆଦର୍ଶରେ ପ୍ରତିବଦ୍ଧ ସରକାର ନବୀନ କାର୍ଡ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନେଇଥିଲେ। ଯୋଜନାରେ ମାସକୁ ୧,୩୦୦୦୦ ହିତାଧିକାରୀ ୮୧୬ଟି ଘରୋଇ ହସ୍ପିଟାଲରେ ବିନାମୂଲ୍ଯରେ ପାଉଛନ୍ତି ଚିକିତ୍ସାସେବା।
    Image
    2.1K02.1K
Advertisement
Advertisement