ପବିତ୍ର #ରଥଯାତ୍ରା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀର ମୁକ୍ତାକାଶ ରଙ୍ଗମଞ୍ଚରେ ୧୮.୦୭.୨୦୨୬ ତାରିଖରେ ରବୀନ୍ଦ୍ର ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଭକ୍ତିମୟ ସାଂସ୍କୃତିକ ସନ୍ଧ୍ୟାରେ ଗୁରୁ ରବୀନ୍ଦ୍ର ବାରିକ, ବିଶିଷ୍ଟ କଣ୍ଠଶିଳ୍ପୀ ବସନ୍ତ ପାତ୍ର ଓ ଅନ୍ୟାନ୍ୟ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ
Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର





