1. X
  2. State Transport Authority, Odisha
Log inSign up
State Transport Authority, Odisha
11K posts
Image
user avatar
State Transport Authority, Odisha
@STAOdisha
Official handle of the State Transport Authority, Govt. of Odisha । ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା
Cuttack, India
odishatransport.gov.in
Joined June 2016
98
Following
87.4K
Followers
RepliesRepliesMediaMedia

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up
  • State Transport Authority, Odisha reposted
    user avatar
    Shree Jagannatha Temple Office, Puri
    @SJTA_Puri
    10h
    ଶ୍ରଦ୍ଧାଳୁଙ୍କ ନିମନ୍ତେ ବିଶେଷ ସୂଚନା। ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ।🙏
    Image
    Image
    8.7K08.7K
  • user avatar
    State Transport Authority, Odisha
    @STAOdisha
    11h
    ଶ୍ରଦ୍ଧାଳୁଙ୍କ ସୁବିଧା, ଆମର ପ୍ରାଥମିକତା। 🙏 ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପରିବହନ ବିଭାଗ ପକ୍ଷରୁ ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ନିଃଶୁଳ୍କ ଅଟୋ ସେବା ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ଅଧିକ ସୁଗମ, ସୁବିଧାଜନକ ଓ ସୁରକ୍ଷିତ କରିଛି। ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ
    Image
    00:00
    1.6K01.6K
  • user avatar
    State Transport Authority, Odisha
    @STAOdisha
    15h
    ସଡ଼କ ଦୁର୍ଘଟଣା ସମୟରେ ପୀଡ଼ିତଙ୍କୁ ତୁରନ୍ତ ସାହାଯ୍ୟ କରି ନିଜର ମାନବିକତା ଦେଖନ୍ତୁ। ଆପଣଙ୍କର ଟିକିଏ ସତର୍କତା ଏବଂ ସଠିକ୍ ସମୟରେ ନିଆଯାଇଥିବା ପଦକ୍ଷେପ କାହାକୁ ଏକ ନୂଆ ଜୀବନ ଦେଇପାରେ। ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ପହଞ୍ଚାଇ ସରକାରଙ୍କ ଦ୍ୱାରା ପୁରସ୍କାର ଓ ସମ୍ମାନର ଅଧିକାରୀ ହୁଅନ୍ତୁ। #GoodSamaritan #RoadSafety
    Image
    1.5K01.5K
  • State Transport Authority, Odisha reposted
    user avatar
    I & PR Department, Odisha
    @IPR_Odisha
    Jul 18
    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଡ଼ପ ମଣ୍ଡପ ବିଜେ ନୀତିର ସିଧାପ୍ରସାରଣ: | #ରଥଯାତ୍ରା #puri youtube.com/live/UlNzECjki…
    Image
    00:00
    13K013K
  • State Transport Authority, Odisha reposted
    user avatar
    MORTHINDIA
    @MORTHIndia
    Jul 18
    Understanding lane discipline is key to safer roads and responsible driving. Use the right lane for overtaking and help keep highways smooth and safe for everyone. #RoadSafety #LaneAwareness #SadakSurakshaJeevanRaksha
    Image
    2.9K02.9K
  • user avatar
    State Transport Authority, Odisha
    @STAOdisha
    Jul 18
    ଚଣ୍ଡିଖୋଲ ସମେତ ବିଭିନ୍ନ ସ୍ଥାନରେ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଚାଲିଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ଚାଲାଣ ଜାରିହେଉଛି। ସଡ଼କ ସୁରକ୍ଷା ନିୟମ ପାଳନ କରି ନିଜର ଓ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ସର୍ବଦା ଯତ୍ନବାନ ରୁହନ୍ତୁ। #EnforcementDrive #Odisha
    Image
    Image
    Image
    Image
    2.8K02.8K
  • user avatar
    State Transport Authority, Odisha
    @STAOdisha
    Jul 18
    ରାସ୍ତାରେ ଗାଡ଼ି ଚଳାଇବା ସମୟରେ ବିଶୃଙ୍ଖଳିତ ଭାବେ ଲେନ୍ ପରିବର୍ତ୍ତନ କରନ୍ତୁ ନାହିଁ। ଏହା କୌଣସି ବାହାଦୁରୀର କାମ ନୁହେଁ, ବରଂ ଏହା ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରିଥାଏ। ତେଣୁ ସର୍ବଦା ନିର୍ଦ୍ଧାରିତ ଏବଂ ଠିକ୍ ଲେନ୍‌ରେ ଗାଡ଼ି ଚଲାନ୍ତୁ, ଯାହାଦ୍ୱାରା ଆପଣଙ୍କ ସହିତ ଅନ୍ୟମାନଙ୍କ ଯାତ୍ରା ମଧ୍ୟ ସୁରକ୍ଷିତ ରହିବ। #LaneDiscipline
    Image
    2.4K02.4K
  • State Transport Authority, Odisha reposted
    user avatar
    Bibhuti Bhusan Jena
    @BibhutiJena93
    Jul 18
    ରଥଉପରେ ମହାପ୍ରଭୁଙ୍କ ଦିବ୍ୟ ମଙ୍ଗଳ ଆଳତି। ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ 🙏
    Image
    00:00
    3880388
  • State Transport Authority, Odisha reposted
    user avatar
    Bibhuti Bhusan Jena
    @BibhutiJena93
    Jul 17
    ରଥଯାତ୍ରାର ଶୁଭାରମ୍ଭଠାରୁ ଆରମ୍ଭ କରି ପବିତ୍ର ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ, ମହାପ୍ରଭୁଙ୍କ ଭକ୍ତମାନଙ୍କ ସେବାରେ ବାଣିଜ୍ୟ ଓ ପରିବହନ ବିଭାଗ ନିରନ୍ତର କାର୍ଯ୍ୟରତ ରହିଛି। ଜଗନ୍ନାଥପ୍ରେମୀଙ୍କ ଯାତ୍ରାକୁ ସୁଗମ ଓ ସୁରକ୍ଷିତ କରିବା ପାଇଁ ବିଭାଗ ପକ୍ଷରୁ ପୁରୀ ତାଳବଣିଆଠାରେ ୨୪ ଘଣ୍ଟିଆ ସୂଚନା କେନ୍ଦ୍ର ଖୋଲାଯିବା ସହ ମହିଳା, ବରିଷ୍ଠ
    Image
    6950695
  • State Transport Authority, Odisha reposted
    user avatar
    IGP, Central Range, Cuttack
    @igcrcuttack
    Jul 17
    - Very Heavy inflow of vehicles from Bhubaneswar to Puri - *Waiting time at Maltipatpur is around 1.5 hours - Requesting Devotees to wait till further traffic updates and easing of congestion before starting for Bhubaneswar. TCC - Traffic Control Room Puri
    Image
    5510551
  • user avatar
    State Transport Authority, Odisha
    @STAOdisha
    Jul 17
    ଟ୍ରାଫିକ ସୂଚନା: ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାନବାହନର ଅତ୍ୟଧିକ ଆଗମନ ହେଉଛି। ମାଳତୀପାଟପୁରଠାରେ ଯାନବାହନର ଅପେକ୍ଷା ସମୟ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ରହିଛି। ଭକ୍ତମାନଙ୍କୁ ଅନୁରୋଧ, ପରବର୍ତ୍ତୀ ଟ୍ରାଫିକ ସୂଚନା ଏବଂ ଯାତାୟାତ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଦୟାକରି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତୁ ନାହିଁ। –
    7.3K07.3K
  • user avatar
    State Transport Authority, Odisha
    @STAOdisha
    Jul 17
    RT @odisha_police: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀରୁ ଫେରୁଥିବା ବସ୍ ନିମନ୍ତେ ମାର୍ଗ ପରିବର୍ତ୍ତନ ତାଳବଣିଆରୁ ଭୁବନେଶ୍ୱର ଫେରୁଥିବା ବସ୍ କୋଣାର୍କ…
    3360336
  • user avatar
    State Transport Authority, Odisha
    @STAOdisha
    Jul 17
    -Very Heavy inflow of vehicles from Bhubaneswar to Puri - Waiting time at Maltipatpur is around 1.5 hours -Requesting Devotees to wait till further traffic updates and easing of congestion before starting for Bhubaneswar.
    1.2K01.2K
  • user avatar
    State Transport Authority, Odisha
    @STAOdisha
    Jul 17
    ସଦ୍ୟତମ ଟ୍ରାଫିକ ସୂଚନା: ପୁରୀ ଅଭିମୁଖେ ଯାନବାହନର ଅଧିକ ଆଗମନ ହେତୁ ବIଟଗାଁଠାରେ ଯାନବାହନର ଅପେକ୍ଷା ସମୟ ପ୍ରାୟ ୪୫ ମିନିଟ୍ ରହିଛି । ଭକ୍ତମାନଙ୍କୁ ଅନୁରୋଧ, ଦୟାକରି ଏହାକୁ ଧ୍ୟାନରେ ରଖି ନିଜ ଯାତ୍ରାର ଯୋଜନା କରନ୍ତୁ ।
    1.1K01.1K
Advertisement
Advertisement