1. X
  2. H & FW Dept Odisha
Log inSign up
H & FW Dept Odisha
20.9K posts
Image
user avatar
H & FW Dept Odisha
@HFWOdisha
Official handle of Health & Family Welfare Department, Government of Odisha. Responsible for public health, health services and medical education in the State.
Bhubaneshwar, India
health.odisha.gov.in
Joined January 2017
102
Following
611.4K
Followers
RepliesRepliesMediaMedia

New to X?

Sign up now to get your own personalized timeline!

Create account

By signing up, you agree to the Terms of Service and Privacy Policy, including Cookie Use.

Terms·Privacy·Cookies·Accessibility·Ads Info·© 2026 X Corp.
Don't miss what's happening
People on X are the first to know.
Log inSign up
  • user avatar
    H & FW Dept Odisha
    @HFWOdisha
    1h
    ରାୟଗଡ଼ା ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର! ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ୪ ଶଯ୍ୟା ବିଶିଷ୍ଟ ଶିଶୁ ଜରୁରୀ ଚିକିତ୍ସା ୱାର୍ଡ (PICU) ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଏହା ଜିଲ୍ଲାରେ ଶିଶୁ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
    Image
    Image
    7.4K07.4K
    user avatar
    H & FW Dept Odisha
    @HFWOdisha
    1h
    ଜିଲ୍ଲାର ଶିଶୁ ସ୍ୱାସ୍ଥ୍ୟସେବାକୁ ଆହୁରି ସଶକ୍ତ କରିବା ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହି PICU ସେବା ଅନେକ ଶିଶୁଙ୍କୁ ସମୟୋପଯୋଗୀ ଓ ଉନ୍ନତ ଚିକିତ୍ସା ପ୍ରଦାନ କରି ସେମାନଙ୍କ ଜୀବନ ରକ୍ଷାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
    2330233
  • user avatar
    H & FW Dept Odisha
    @HFWOdisha
    4h
    ରଥଯାତ୍ରା ସମୟରେ ଅସୁସ୍ଥ ହୋଇପଡ଼ିଥିବା ଭକ୍ତମାନଙ୍କୁ ସ୍ୱାସ୍ଥ୍ୟକର୍ମୀ ମାନେ ତୁରନ୍ତ ଅକ୍ସିଜେନ୍ ସହାୟତା ଓ ଆବଶ୍ୟକ ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଛନ୍ତି। ସୁରକ୍ଷିତ ଓ ସୁସ୍ଥ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିରନ୍ତର ସେବା ଜାରି ରଖିଛି। #RathaJatra @CMO_Odisha @MohanMOdisha @MahalingMukesh @nhmodisha
    Image
    Image
    7.3K07.3K
  • user avatar
    H & FW Dept Odisha
    @HFWOdisha
    7h
    ଅର୍ଦ୍ଧଚକ୍ରାସନ: ସୁସ୍ଥ ଶରୀର ପାଇଁ ଏକ ସହଜ ଯୋଗାସନ l ନିରୋଗ ଶରୀର ଗଠନ ପାଇଁ ଦୈନନ୍ଦିନ ଜୀବନରେ ଯୋଗକୁ ଆପଣାନ୍ତୁ। @moayush @CMO_Odisha @MohanMOdisha @MahalingMukesh @MoHFW_INDIA @AyushmanNHA
    Image
    7.2K07.2K
  • user avatar
    H & FW Dept Odisha
    @HFWOdisha
    8h
    ଆୟୁର୍ବେଦରେ ପଥରଚଟା ପତ୍ରର ରହିଛି ଅନେକ ଚମତ୍କାରୀ ଗୁଣ। ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। @moayush @CMO_Odisha @MohanMOdisha @MahalingMukesh @MoHFW_INDIA @AyushmanNHA
    Image
    6.8K06.8K
  • user avatar
    H & FW Dept Odisha
    @HFWOdisha
    19h
    ଜରାୟୁମୁଖ କର୍କଟ ପ୍ରତିରୋଧରେ HPV ଟିକାକରଣ ଏକ ପ୍ରଭାବଶାଳୀ ପଦକ୍ଷେପ। ଉପଯୁକ୍ତ ବୟସରେ ଟିକା ଗ୍ରହଣ କରି ସୁରକ୍ଷିତ ଓ ସୁସ୍ଥ ଭବିଷ୍ୟତ ସୁନିଶ୍ଚିତ କରନ୍ତୁ। @CMO_Odisha @MohanMOdisha @MahalingMukesh @nhmodisha @MoHFW_INDIA @AyushmanNHA
    Image
    12K012K
  • user avatar
    H & FW Dept Odisha
    @HFWOdisha
    22h
    ରଥଯାତ୍ରାରେ ଆସୁଥିବା ଲକ୍ଷାଧିକ ଭକ୍ତମାନଙ୍କୁ ତ୍ୱରିତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ବ୍ୟବସ୍ଥା କରାଯାଇଛି।
    Image
    Image
    Image
    Image
    8.8K08.8K
    user avatar
    H & FW Dept Odisha
    @HFWOdisha
    22h
    ସେଠାରେ ପ୍ରଶିକ୍ଷିତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଆବଶ୍ୟକ ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ସହ ଚବିଶ ଘଣ୍ଟା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। #ରଥଯାତ୍ରା #RathaJatra
    Image
    Image
    Image
    Image
    4350435
    user avatar
    H & FW Dept Odisha
    @HFWOdisha
    22h
    @CMO_Odisha @MohanMOdisha @MahalingMukesh @nhmodisha @MoHFW_INDIA @AyushmanNHA
    Image
    Image
    Image
    Image
    3730373
  • user avatar
    H & FW Dept Odisha
    @HFWOdisha
    Jul 18
    ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ। LaQshya ଓ MusQan ଜାତୀୟ ଗୁଣବତ୍ତା ପ୍ରମାଣପତ୍ର ହାସଲ କରି ଲେବର ରୁମ୍(Labour Room),ମାତୃ ଅସ୍ତ୍ରୋପଚାର କକ୍ଷ (Maternity OT),ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟ୍ (SNCU),ନ୍ୟୁଟ୍ରିସନ୍ ରିହାବିଲିଟେସନ୍ ସେଣ୍ଟର (NRC),ଶିଶୁ ୱାର୍ଡ (Pediatric Ward)
    Image
    8.1K08.1K
    user avatar
    H & FW Dept Odisha
    @HFWOdisha
    Jul 18
    ଶିଶୁ ବାହ୍ୟ ରୋଗୀ ବିଭାଗରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଉଚ୍ଚମାନର ସେବାକୁ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। @CMO_Odisha @MohanMOdisha @MahalingMukesh @MoHFW_INDIA @AyushmanNHA @nhmodisha
    3890389
  • user avatar
    H & FW Dept Odisha
    @HFWOdisha
    Jul 18
    ଆପଣଙ୍କ ସ୍ୱାସ୍ଥ୍ୟ ସୂଚନାକୁ ଡିଜିଟାଲ୍ ଭାବେ ସୁରକ୍ଷିତ ରଖିବାରେ ABHA ID ଏକ ବିଶ୍ୱସନୀୟ ପଦକ୍ଷେପ। ଆଜି ହିଁ ଏକ ID ତିଆରି କରି ସ୍ମାର୍ଟ ସ୍ୱାସ୍ଥ୍ୟସେବାର ସୁବିଧା ପାଆନ୍ତୁ। #ABHA #AyushmanBharat @CMO_Odisha @MohanMOdisha @MahalingMukesh @nhmodisha @MoHFW_INDIA @AyushmanNHA
    Image
    16K016K
  • user avatar
    H & FW Dept Odisha
    @HFWOdisha
    Jul 18
    "ସୁସ୍ଥ ଓଡ଼ିଶା, ସୁରକ୍ଷିତ ଓଡ଼ିଶା" ଓଡ଼ିଶା ସରକାରଙ୍କ ସୁଦୃଢ଼ ପଦକ୍ଷେପ ଓ ସ୍ୱାସ୍ଥ୍ୟ ବିଭାଗର ଜନ ସଚେତନତା ଯୋଗୁଁ ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ପ୍ରାୟ ୭୩% ହ୍ରାସ ପାଇଛି। ମାଗଣା ପରୀକ୍ଷା, ସ୍ୱତନ୍ତ୍ର ୱାର୍ଡ ଏବଂ ଦ୍ରୁତ ଚିକିତ୍ସା ବ୍ୟବସ୍ଥା ଦ୍ୱାରା ଏହି ସଫଳତା ମିଳିପାରିଛି। @CMO_Odisha @MohanMOdisha @MahalingMukesh
    Image
    12K012K
  • user avatar
    H & FW Dept Odisha
    @HFWOdisha
    Jul 18
    ଶରୀରକୁ ପ୍ରାକୃତିକ ଭାବେ ଶୀତଳ ଏବଂ ସତେଜ ରଖିବା ପାଇଁ "ଶୀତଳୀ ପ୍ରାଣାୟାମ" ଏକ ଚମତ୍କାର ଯୋଗାଭ୍ୟାସ। ଆଜିଠାରୁ ହିଁ ନିଜ ଦିନଚର୍ଯ୍ୟାରେ ଏହାକୁ ସାମିଲ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ! @moayush @CMO_Odisha @MohanMOdisha @MahalingMukesh @MoHFW_INDIA @AyushmanNHA
    Image
    17K017K
  • user avatar
    H & FW Dept Odisha
    @HFWOdisha
    Jul 18
    ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟର ସୁରକ୍ଷା ପାଇଁ ଆଲୋଭେରାର ଔଷଧୀୟ ଗୁଣ ଅତୁଳନୀୟ। ପ୍ରାକୃତିକ ଉପାଦାନ ଆପଣାନ୍ତୁ, ସୁସ୍ଥ ଓ ସୁନ୍ଦର ଜୀବନ ଜିଅନ୍ତୁ। @moayush @CMO_Odisha @MohanMOdisha @MahalingMukesh @MoHFW_INDIA @AyushmanNHA
    Image
    17K017K
  • user avatar
    H & FW Dept Odisha
    @HFWOdisha
    Jul 18
    Replying to @HFWOdisha and @MahalingMukesh
    ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଚିକିତ୍ସା ସେବା, ଜରୁରୀକାଳୀନ ପ୍ରସ୍ତୁତି ଓ ଯାତ୍ରୀମାନଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ।
    Image
    Image
    Image
    Image
    2890289
    user avatar
    H & FW Dept Odisha
    @HFWOdisha
    Jul 18
    @CMO_Odisha @MohanMOdisha @nhmodisha @MoHFW_INDIA @AyushmanNHA
    Image
    Image
    Image
    1400140
  • user avatar
    H & FW Dept Odisha
    @HFWOdisha
    Jul 18
    "ଦିନ ହେଉ ଅବା ରାତି ସବୁବେଳେ ସଜାଗ ସ୍ୱାସ୍ଥ୍ୟ ବିଭାଗ " ରଥଯାତ୍ରା ସମୟରେ ଯେକୌଣସି ସ୍ୱାସ୍ଥ୍ୟଜନିତ ପରିସ୍ଥିତିର ତ୍ୱରିତ ଏବଂ ସଫଳ ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା
    Image
    Image
    Image
    10K010K
    user avatar
    H & FW Dept Odisha
    @HFWOdisha
    Jul 18
    ଓ ପ୍ରସ୍ତୁତିର ପରିଦର୍ଶନ ସହ ସମୀକ୍ଷା କରିଛନ୍ତି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ @MahalingMukesh ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ, ପୁରୀ ଜିଲ୍ଲାର ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ
    Image
    Image
    Image
    Image
    3550355
  • H & FW Dept Odisha reposted
    user avatar
    Dr. Mukesh Mahaling
    @MahalingMukesh
    Jul 17
    ରଥ ଯାତ୍ରା ଉପଲକ୍ଷେ ଆଗାମୀ ଦିନଗୁଡିକରେ ହେବାକୁ ଥିବା ସମ୍ଭାବ୍ୟ ଭିଡକୁ ନଜରରେ ରଖି ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଆଜି ସ୍ୱାସ୍ଥ୍ୟ ବିଭାଗ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କଲି | ରଥ ଯାତ୍ରା ଶେଷ ହେବା ଯାଏଁ ଶ୍ରଦ୍ଧାଳୁ ମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ
    Image
    1.5K01.5K
Advertisement
Advertisement